Oct 15, ଗୁରୁବାର, ଆଜି Bbsr ରେ 12 ଘଣ୍ଟା rapido uber ରେ କାମ କରି 1000 ରୁ ଅଧିକ ଟଙ୍କା ହେଲା

Oct 15, ଗୁରୁବାର, ଆଜି Bbsr ରେ 12 ଘଣ୍ଟା rapido uber ରେ କାମ କରି 1000 ରୁ ଅଧିକ ଟଙ୍କା ହେଲା

@biswaa daily vlogs 2919
Open in Bideo App Install from Google Play

Opening Bideo App... Tap button above if not opened.

Oct 15, ଗୁରୁବାର, ଆଜି Bbsr ରେ 12 ଘଣ୍ଟା rapido uber ରେ କାମ କରି 1000 ରୁ ଅଧିକ ଟଙ୍କା ହେଲା

ନମସ୍କାର ସାଙ୍ଗମାନେ ଆଜି 15 October 2026, ଗୁରୁବାର ଦିନ ମୁଁ Bhubaneswar (BBSR) ରେ 12 ଘଣ୍ଟା Rapido ଏବଂ Uber ରେ ଡ୍ୟୁଟି କରିଥିଲି। ଆଜି Rapido ଏବଂ Uber ରୁ ଭଲ ରାଇଡ୍ ମିଳିଥିଲା, ଯାହା ଫଳରେ ମୋର ଆଜିର ମୋଟ ରୋଜଗାର ହେଲା ₹1,088! ଏହି ଭିଡିଓରେ ଆପଣମାନେ ଦେଖିବେ BBSR ରେ 12 ଘଣ୍ଟା ଅନଲାଇନ୍ ଡ୍ୟୁଟି, ରାଇତ୍ ଅନୁଭୂତି ଏବଂ ଦିନର ରୋଜଗାର। ଭିଡିଓଟି ଭଲ ଲାଗିଲେ Like, Comment Share Channel Subscribe କରନ୍ତୁ। ଆପଣମାନେ କୁହନ୍ତୁ, Bhubaneswar ରେ 12 ଘଣ୍ଟା Rapido + Uber ଚଲାଇ ₹1,088 ରୋଜଗାର କରିବା କେମିତି ଲାଗୁଛି? *

@biswaa daily vlogs 2919