BBSR ରେ 10 ଘଣ୍ଟା Rapido + Uber + Porter Duty 😔 | Total Earning ₹519 | Oct 13
📅 Oct 13, ମଙ୍ଗଳବାର
📍 Location – Bhubaneswar (BBSR)
ଆଜି ଭୁବନେଶ୍ୱରରେ 10 ଘଣ୍ଟା ଡ୍ୟୁଟି କରି Rapido, Uber ଓ Porter ରେ ମୋଟ କେତେ ରୋଜଗାର ହେଲା ଦେଖନ୍ତୁ। 😔🏍️
💰 Rapido – ₹228
💰 Uber – ₹201
💰 Porter – ₹90
✅ Total Earning – ₹519
ଏତେ ଘଣ୍ଟା କାମ କରି ମାତ୍ର ₹519! ଆପଣଙ୍କ ମତରେ ଏହି ରୋଜଗାର ଠିକ୍ ଅଛି କି? କମେଣ୍ଟରେ ନିଶ୍ଚୟ ଜଣାନ୍ତୁ। ❤️
ଭିଡିଓଟି ଭଲ ଲାଗିଲେ Like 👍, Share 🔄 ଓ Channel କୁ Subscribe କରନ୍ତୁ।
#Rapido #Uber #Porter #Bhubaneswar #BBSR #DeliveryRider #DailyEarning #OdiaVlog #RiderLife
@biswaa daily vlogs 2919