📅 Oct 12, ମଙ୍ଗଳବାର 😔 ଆଜି ଭୁବନେଶ୍ୱରରେ Rapido ରେ ₹17 Recharge କଲି, ହେଲେ
📅 October 12, ମଙ୍ଗଳବାର 😔
ଆଜି ଭୁବନେଶ୍ୱରରେ Rapido ରେ ₹17 Recharge କଲି, ହେଲେ ଗୋଟେ Ride ବି ମିଳିଲାନି। 🙁💔 Uber ଓ Rapido ରେ କାମ କରିବା ସତ୍ତ୍ୱେ ଏବେ ଆଉ ଭଲ ରୋଜଗାର ହେଉନାହିଁ।
📍 Location: Bhubaneswar (BBSR)
🏍️ Uber + Rapido | 6 Duty
🚂 Next Destination: Bangalore
ଭୁବନେଶ୍ୱରରେ ଏମିତି Ride ମିଳୁନାହିଁ,
ଆପଣଙ୍କ ମତରେ ଭୁବନେଶ୍ୱର ଅପେକ୍ଷା ବାଙ୍ଗାଲୋରରେ ଅଧିକ ରୋଜଗାର ହେବ କି? କମେଣ୍ଟ କରି ଜଣାନ୍ତୁ। 🙏
ଭିଡିଓଟି ଭଲ ଲାଗିଲେ Like 👍, Share ଓ Subscribe କରନ୍ତୁ।
#Rapido #Uber #Bhubaneswar #Bangalore #DeliveryPartner #OdiaVlog #RiderLife #DailyEarning
@biswaa daily vlogs 2919