Oct 11, ଆଜି zomato ରେ ଏକା ସାଙ୍ଗରେ 3 ଟା ବାଜିଛି,କାହାର ଏକା ସାଙ୍ଗରେ 3 ଟା oder ବାଜିଛି comment କରନ୍ତୁ
🙏 ନମସ୍କାର ସାଙ୍ଗମାନେ ❤️
ଆଜିର Zomato Delivery Vlog ରେ ଦେଖନ୍ତୁ Bhubaneswar ରେ 12 ଘଣ୍ଟା Duty କରି କେତେ ଟଙ୍କା ରୋଜଗାର ହେଲା। 💰
📅 Date: 11 October, Sunday
📍 Location: Bhubaneswar (BBSR)
💵 Total Earning: ₹1168
🎯 Incentive: ₹295
🛵 Orders: 19
⛽ Petrol Price: ₹109 ରୁ ₹113
ଆଜି ଏକା ସାଙ୍ଗରେ 3ଟି Order ମିଳିଲା ଏବଂ Incentive ମଧ୍ୟ Achieve ହେଲା। ❤️
ଭିଡିଓ ଭଲ ଲାଗିଲେ Like 👍 Share 🔄 ଏବଂ Channel Subscribe କରନ୍ତୁ। 🙏
#ZomatoDelivery #ZomatoEarning #BhubaneswarVlog #OdiaVlog #DeliveryPartner
@biswaa daily vlogs 2919