Oct 10 Zomato Earning ₹934 🔥 | 9 ଘଣ୍ଟା କାମ | 2nd Incentive Complete 💰 | Bhubaneswar Delivery Boy
🙏 ନମସ୍କାର ସାଙ୍ଗମାନେ ❤️
Oct 10, ଶନିବାର ଦିନ Bhubaneswar (BBSR) ରେ Zomato Delivery କରି 9 ଘଣ୍ଟା କାମରେ ମୋର Total Earning ହେଲା ₹934.34 💰
✅ Total Orders: 21
💵 Total Earning: ₹934.34
⏰ Time: ପ୍ରାୟ 9 ଘଣ୍ଟା 52 ମିନିଟ୍
🎯 2nd Incentive Complete
📍 Location: Bhubaneswar, Odisha
ଏହି ଭିଡିଓରେ ମୋର ଦିନକର Zomato Earning ଏବଂ Delivery Life ର ଅନୁଭୂତି ଆପଣମାନଙ୍କ ସହ Share କରିଛି।
ଭିଡିଓଟି ଭଲ ଲାଗିଲେ Like 👍, Comment 💬, Share ଏବଂ Channel କୁ Subscribe କରନ୍ତୁ। ❤️
#ZomatoDelivery #ZomatoEarning #DeliveryBoy #Bhubaneswar #OdishaVlog #DeliveryPartner #DailyEarning #ZomatoLife
@biswaa daily vlogs 2919