⚡
Opening in Bideo App...
If app is not installed, opening Google Play Store...

BBSR ରେ 11 ଘଣ୍ଟା Uber + Zomato କରି ₹961 ରୋଜଗାର 😱🔥 | Delivery Boy Life Odisha

🙏 ନମସ୍କାର ବନ୍ଧୁମାନେ ❤️ ଆଜିର ଭିଡିଓରେ ଦେଖନ୍ତୁ ଭୁବନେଶ୍ୱର (BBSR) ରେ ମୋର ଗୋଟିଏ ଦିନର Delivery Boy Life! 🛵🔥 📅 Date: 6 October, ମଙ୍ଗଳବାର 📍 Location: Bhubaneswar (BBSR) 💰 ଆଜିର Total Earning: ₹961 🚕 Uber Duty: 6 ଘଣ୍ଟା 🍔 Zomato Duty: 5 ଘଣ୍ଟା ⏰ Total Duty: 11 ଘଣ୍ଟା 💵 Total Income: ₹961 ଜଣେ Delivery Boy ଭାବରେ ପ୍ରତିଦିନ କେତେ ପରିଶ୍ରମ କରିବାକୁ ପଡ଼େ ଏବଂ Uber ଓ Zomato ରୁ କେତେ ରୋଜଗାର ହୁଏ, ତାହା ଏହି ଭିଡିଓରେ ଦେଖିପାରିବେ। ❤️ ଭିଡିଓଟି ଭଲ ଲାଗିଲେ 👍 LIKE କରନ୍ତୁ, ନିଜ ସାଙ୍ଗମାନଙ୍କ ସହ SHARE କରନ୍ତୁ ଏବଂ ଏମିତି ରୋଜଗାରର ଭିଡିଓ ଦେଖିବା ପାଇଁ ଆମ CHANNEL କୁ SUBSCRIBE କରନ୍ତୁ। 🙏 ଆପଣମାନଙ୍କ ଭଲପାଇବା ଓ ସମର୍ଥନ ହିଁ ମୋର ଶକ୍ତି। ❤️ #BBSR #Uber #Zomato #DeliveryBoyLife #OdiaVlogger #Bhubaneswar #DailyEarning #OdiaVlog #DeliveryPartner #RiderLife

@biswaa daily vlogs 2919