B
Bideo.in

Sep 1 bbsr ରେ ଆଜିzomato ରେ କଣ ପାଇ 3 ଘଣ୍ଟା କାମ କରି ଘର କୁ ଆସିଲି

Sep 1 Vlog 🚴‍♂️ ଆଜି Zomato ରେ Lunch Peak book କରିନଥିଲି, ତେଣୁ incentive ମିଳିବାର chance ନଥିଲା। ସେଥିପାଇଁ ଘରକୁ ଫେରିଆସିଲି। 💰 Income: ₹167 ⛽ Petrol: ₹150 ⏱️ Duty: 3 Hours 📌 Petrol କାଟିଲା ପରେ ହାତରେ ରହିଲା ମାତ୍ର ₹17। ଆଜିର delivery life କେମିତି ଗଲା, ସେଇଟା ଏହି vlog ରେ।

⚡ Opening in Bideo App...
▶ Open in Bideo App Get on Google Play