B
Bideo.in

24 ଟା Order ପରେ ବି Last Incentive କାହିଁକି ମିଳିଲା ନାହିଁ? 😔 | Zomato Delivery | ₹1200 Earning

29 ସେପ୍ଟେମ୍ବର, ମଙ୍ଗଳବାର। ଆଜି Zomato ରେ 9 ଘଣ୍ଟା ଏବଂ Uber ରେ 3 ଘଣ୍ଟା duty କଲି। ମୋଟ 24 ଟା Order complete କରିଥିଲେ ବି Last Incentive କାହିଁକି ମିଳିଲା ନାହିଁ? 🤔 ଆଜିର Total Income — ₹1200 💰 ଭିଡିଓଟି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, କଣ ହେଲା ଜାଣିବା ପାଇଁ। ❤️ #ZomatoDelivery #ZomatoRider #UberDelivery #DeliveryPartner #OdiaVlog #Bhubaneswar #DailyEarning #Incentive

⚡ Opening in Bideo App...
▶ Open in Bideo App Get on Google Play