Sep 28 ରେ ଭୁବନେଶ୍ୱରରେ Uber ରେ 6 ଘଣ୍ଟା ଏବଂ Zomato ରେ 4 ଘଣ୍ଟା duty କଲି। 🛵 ଦିନର ସମୁଦାୟ earning ₹714। 💰 ପରିଶ୍ରମ ଚାଲିଛି, Delivery Life ଚାଲିଛି ❤️ #DeliveryLife #Uber #Zomato #Bhubaneswar #DeliveryRider #DailyEarning #ShortVideo