B
Bideo.in

Sep 27 | Zomato ରେ 26 Orders company ଦେଇଥିଲା କିନ୍ତୁ 23 oder କଣ ପାଇଁ complete ହେଲା ଆସନ୍ତୁ ଜାଣିବା ।

Sep 27 ର Zomato Delivery Ride 🚴‍♂️📦 ଆଜି 26ଟି Order ଆସିଥିଲା, କିନ୍ତୁ ତା’ମଧ୍ୟରୁ 3ଟି Order Cancel ହୋଇଗଲା 😔। ତଥାପି ଦିନସାରା ପରିଶ୍ରମ କରି Target Order Complete କରିଲି ✅🎯 💰 Total Earning: ₹1000+ ⏰ Duty: 12 ଘଣ୍ଟା 📍 Location: BBSR (Bhubaneswar) 📦 Total Orders: 26 ❌ Cancelled: 3 କଷ୍ଟ ଯେତେ ଥାଉ, ପରିଶ୍ରମ ଜାରି ରଖିବା। ❤️💪 #Zomato #BBSR #Bhubaneswar #DeliveryBoy #ZomatoDelivery #DeliveryRider #DailyEarning #26Orders #TargetComplete #1000Plus #OdiaShorts #ShortVideo

⚡ Opening in Bideo App...
▶ Open in Bideo App Get on Google Play