ଶ୍ରୀ କ୍ରିଷ୍ଣା କହନ୍ତି - ମାଟିର ଏ ଶରୀର ଦିନେ ମାଟିରେ ହିଁ ମିଶିଯିବ। କାନ୍ଦି କାନ୍ଦି ଏ ସଂସାରକୁ ଆସିଥିଲ ଆଉ ସମସ୍ତଙ୍କୁ କନ୍ଦାଇ ଦିନେ ଚାଲିଯିବ। ମାତ୍ର ଚାରିଦିନର ଏ ଜୀବନ କ୍ଷଣସ୍ଥାୟୀ... ଯେତିକି ଦିନ ବଞ୍ଚିବା ନିଜେ ହସିବା ସହ ସମସ୍ତଙ୍କୁ ହସାଇବା। ରାଧେ ରାଧେ 🙏 #ShriKrishnaBani #KrishnaQuotes #LifeQuotesOdia #OdiaStatus #BhagavadGita #RadheRadhe #MotivationalQuotes #OdiaShayari