ଜୀବନର କଟୁ ସତ୍ୟ... ପ୍ରଥମେ ପ୍ରଥମେ ସମସ୍ତେ ଏଇ ଗୋଟିଏ କଥା ହିଁ କୁହନ୍ତି “ ମୁଁ ଅନ୍ୟ ମାନଙ୍କ ଭଳିନୁହେଁ !'' କିନ୍ତୁ ସଂପର୍କ ଯେତେବେଳେ ପୁରୁଣା ହୋଇଯାଏ ସେତେବେଳେ ସମସ୍ତେ ନିଜ ଅସଲ ରୂପ ଦେଖାଇ ଦିଅନ୍ତି ! ତାହା ବନ୍ଧୁତା ହେଉ କି ଭଲ ପାଇବା... . . #odiaquotes #odiasayari #odia_shayari #lifetruth #katusatya #odiareels #odiamotivational #bhadrak #basta #odisha