ଏହି ଚ୍ୟାନେଲରେ ଆପଣ ପ୍ରତିଦିନ ନୂଆ ନୂଆ ଓଡ଼ିଆ ପାଲା, ଭଜନ, ଧାର୍ମିକ କଥା, ଜୀବନ ଉପଯୋଗୀ ଶିକ୍ଷା, ସ୍ୱାସ୍ଥ୍ୟ ସଚେତନତା ଓ ଓଡ଼ିଶାର ପରମ୍ପରା ସମ୍ପର୍କିତ ଭିଡିଓ ଦେଖିବାକୁ ପାଇବେ। ଆମର ଲକ୍ଷ୍ୟ ହେଉଛି ଓଡ଼ିଆ ପାଳାର ପରମ୍ପରାକୁ ବିଶ୍ୱର ପ୍ରତ୍ୟେକ ଓଡ଼ିଆଙ୍କ ପାଖରେ ପହଞ୍ଚାଇବା ଏବଂ ଜ୍ଞାନ, ଭକ୍ତି ଓ ସଂସ୍କୃତିର ବାର୍ତ୍ତା ପ୍ରସାର କରିବା। 🔔 ନିୟମିତ ନୂଆ ଭିଡିଓ ପାଇଁ ଆମ ଚ୍ୟାନେଲକୁ Subscribe କରନ୍ତୁ। 🙏 ଜୟ ଜଗନ୍ନାଥ 🙏
Open in Bideo App Install from Google PlayOpening Bideo App... Tap button above if not opened.